ନିଳୋକରେ ଶାନ୍ତିଶୃଙ୍ଖଳାରେ ରଥଯାତ୍ରା ପାଳିତ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Sunday, 29 June 2025

ନିଳୋକରେ ଶାନ୍ତିଶୃଙ୍ଖଳାରେ ରଥଯାତ୍ରା ପାଳିତ

ଭଦ୍ରକ (୨୮ ଜୁନ ୨୦୨୫): ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତ ବ୍ଳକ ଅଧିନସ୍ଥ ନିଳୋକ ଗ୍ରାମରେ ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଗୋଟିଏ ରଥରେ ତିନି ଠାକୁର ଯାଉଥିବାବେଳେ ଏହି ବର୍ଷଠାରୁ ତିନୋଟି ରଥ ନିର୍ମାଣ କରାଯାଇ ରଥଯାତ୍ରା ଆୟୋଜିତ କରାଯାଇଥିଲା । ବିଗତ ବର୍ଷମାନଙ୍କ ଭଳି ଇଶ୍ୱର ଚନ୍ଦ୍ର ପ୍ରଧାନ ରଥଯାତ୍ରା ସମୟରେ ଛେରା ପହଁରା କରିଥିଲେ ।

Post Bottom Ad