ଧର୍ମପରାୟଣା ମହିଳାଙ୍କ ଦେହାନ୍ତ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Monday, 26 August 2024

ଧର୍ମପରାୟଣା ମହିଳାଙ୍କ ଦେହାନ୍ତ

Mandakini Panda with Girija Panda (Kaka)

ବନ୍ତ (୨୬ ଅଗଷ୍ଟ ୨୦୨୪): ବନ୍ତ ବ୍ଲକ ନିଳୋକ ଗ୍ରାମର ତଥା ବସନ୍ତିଆ ମଧ୍ୟ ଇଂରାଜୀ ବିଦ୍ୟାଳୟର ସହକାରୀ ପୂର୍ବତନ ଶିକ୍ଷକ ସ୍ୱର୍ଗତ ପ୍ରଭାକର ପଣ୍ଡାଙ୍କ ଧର୍ମପତ୍ନୀ ମନ୍ଦାକିନୀ ପଣ୍ଡାଙ୍କର (୭୮) ଆଜି (ସୋମବାର) ସକାଳ ୬ଟା ୩୦ ବେଳେ ଦେହାନ୍ତ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ମହିଳା ଥିଲେ । ମଝିଆଁ ପୁଅ ସୂର୍ଯ୍ୟ ନାରାୟଣ ପଣ୍ଡା ମୁଖାଗ୍ନି ଦେଇଥିଲେ । ସେ ଭାଜପା କାର୍ଯ୍ୟକର୍ତ୍ତା ଶିବ ନାରାୟଣ ପଣ୍ଡାଙ୍କ ମାତା ଅଟନ୍ତି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


Post Bottom Ad