ଲେଖକ ସାମୁଖ୍ୟ ସାହିତ୍ୟ ସଂଗଠନ ତରଫରୁ ଭୁବନେଶ୍ୱରରେ କବିତା ଆସର - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Monday, 12 August 2024

ଲେଖକ ସାମୁଖ୍ୟ ସାହିତ୍ୟ ସଂଗଠନ ତରଫରୁ ଭୁବନେଶ୍ୱରରେ କବିତା ଆସର

Literature Program by Lekhaka Samukhya, Bhubaneswar

ଭୁବନେଶ୍ୱର (୧୨ ଅଗଷ୍ଟ ୨୦୨୪): ଗତ ୧୧ ତାରିଖ, ରବିବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ବୁଲନ ଭାଇ ସଭାଗୃହରେ ଲେଖକ ସାମ୍ମୁଖ୍ୟ ତରଫରୁ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ବରିଷ୍ଠ ସାହିତ୍ୟିକଗଣଙ୍କ ମଧ୍ୟରେ ଶ୍ରୀମତୀ ଆରତୀ କର, ଶ୍ରୀମତୀ କାନନ ବାଳା ପଟ୍ଟନାୟକ, ଶ୍ରୀଯୁକ୍ତ ଅଲେଖ ପଢ଼ିଆରୀ, ଶ୍ରୀଯୁକ୍ତ ଚକ୍ରଧର ଦାସ, ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ପଣ୍ଡା ଆଦି ଯୋଗ ଦେଇଥିଲେ । ଏଥିରେ "କବି କଣ୍ଠେ ବର୍ଷା" ଶୀର୍ଷକ ଉପରେ କବିତା ଏବଂ ଆଲୋଚନା ହୋଇଥିଲା । ଆବାହିକା ଶ୍ରୀମତୀ ବିମଳା ସିଂହ ସଭାକୁ ପରିଚାଳନା କରିଥିଲେ ।

Post Bottom Ad