ପୂଜା ବଜାରରେ ରିଲିଜ୍ ହେବାକୁ ଯାଉଛି ନୂଆ ଓଡ଼ିଆ କଥାଚିତ୍ର ମିଷ୍ଟର ମଜ୍‌ନୁ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Friday, 4 October 2019

ପୂଜା ବଜାରରେ ରିଲିଜ୍ ହେବାକୁ ଯାଉଛି ନୂଆ ଓଡ଼ିଆ କଥାଚିତ୍ର ମିଷ୍ଟର ମଜ୍‌ନୁ


ଭୁବନେଶ୍ୱର (୪ ଅକ୍ଟୋବର ୨୦୧୯): ଆଜି ପୂଜା ବଜାରରେ ପରଦାକୁ ଆସୁଛି ଅଭିନେତା ବାବୁଶାନଙ୍କ ନୂଆ ଫିଲ୍ମ ମିଷ୍ଟର ମଜନୁ । ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ତରଙ୍ଗ ସିନେ ପ୍ରଡକ୍‌ସନ ବ୍ୟାନରରେ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ରଟି ।

ଏ ଫିଲ୍ମରେ ନାୟକ ବାବୁଶାନଙ୍କ ବିପକ୍ଷରେ ସୁରମୟୀ, ଶିତଲ ଓ ଦିବ୍ୟା, ୩ ଜଣ ନାୟିକା ଅଛନ୍ତି । ବାବୁଶାନ୍ ଏକ ସହ ତ୍ରିକୋଣୀୟ ପ୍ରେମିକ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି । ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିବାବେଳେ ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଛନ୍ତି । ମିହିର ଦାସ ଏହି କଥାଚିତ୍ରରେ ଜଣେ ହାସ୍ୟ ଅଭିନେତା ଭାବରେ ଏବଂ ରାଇମୋହନ ପରିଡ଼ା ପୂର୍ବଭଳି ଖଳନାୟକ ଭୂମିକାରେ ଅଛନ୍ତି ।

Post Bottom Ad