ପଖାଳ ଦିବସ ପାଇଁ ଅଣଓଡ଼ିଆ ରୋଷେୟାରଙ୍କ ଟୁଇଟ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Tuesday, 20 March 2018

ପଖାଳ ଦିବସ ପାଇଁ ଅଣଓଡ଼ିଆ ରୋଷେୟାରଙ୍କ ଟୁଇଟ


ଓଡ଼ିଶାର ପଖାଳ ଦିବସ ପାଳନକୁ ରାଜ୍ୟ ବାହାରେ ଅଣଓଡ଼ିଆମାନେ ମଧ୍ୟ ସ୍ୱାଗତ କରିଛନ୍ତି । ଦ ବମ୍ୱେ କ୍ୟାଣ୍ଟିନ୍‌ରୁ ଓଡ଼ିଶାର ପଖାଳ ଦିବସ ପାଇଁ ପଖାଳର ବ୍ୟବସ୍ଥା ହୋଇଛି । ପଖାଳ ଦିବସ ପାଇଁ ସେମାନେ ବୋଇତାଳୁ (କ‌ଖାରୁ) ଫୁଲ ଭଜା ସ‌ହ ପଖାଳ ବ୍ୟବସ୍ଥା କରିଥିଲେ । ଏହି ଖୁସିଖବର ଟୁଇଟ କରି ଜଣାଇଥିଲେ ତାଙ୍କର ରୋଷେୟା ଟି. ଜ୍ୟାକ୍ ।

Post Bottom Ad