ପଖାଳ ଦିବସ ଅବସରରେ ଟୁଇଟରରେ ସଫଳ ଟ୍ରେଣ୍ଡ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Tuesday, 20 March 2018

ପଖାଳ ଦିବସ ଅବସରରେ ଟୁଇଟରରେ ସଫଳ ଟ୍ରେଣ୍ଡ

ପଖାଳ ଦିବସ ଅବସରରେ ଟୁଇଟରରେ ଟ୍ରେଣ୍ଡ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ ଆମ ଓଡ଼ିଆ ଟୁଇଟିଆଳୀଗଣ । ତେଣୁ ରାତିରୁ ସଭିଏଁ ଆରମ୍ଭ କରିଦେଇଥିଲେ ଏହି ଅଭିଯାନ । ଧୀର ଧୀରେ ଅଭିଯାନ ଦୃତ ଗତିରେ ବଢ଼ିଥିଲା ସକାଳ ହେଲାବେଳକୁ । ଫଳ ସ୍ୱରୂପ ଟୁଇଟରେ ସର୍ବଭାରତୀୟ ସ୍ତରରେ #PakhalaDibasa ଟ୍ରେଣ୍ଡ ହେବା ଆରମ୍ଭ କରିଥିଲା । ଏମିତିକି କିଛି ସମୟ ପାଇଁ ଏହା ପ୍ରଥମ ସ୍ଥାନ ମଧ୍ୟ ଅକ୍ତିଆର କରିନେଇଥିଲା ।


ପାଖାଳ ଦିବସ ଟ୍ରେଣ୍ଡ‌ରେ ସୁଦର୍ଶନ ପଟ୍ଟନାୟକ, ଅରବିନ୍ଦ ପାଢ଼ୀ, ବିଜୟବିଶ୍ୱାଳ, ସୁପର୍ନୋ ଶତପଥୀଙ୍କ ଭଳି ପୁରଖା ଏବଂ ଲୋକପ୍ରିୟ ଟୁଇଟିଆଳୀଙ୍କର ଯୋଗଦାନ ଟ୍ରେଣ୍ଡକୁ ପ୍ରଥମ ସ୍ଥାନ‌କୁ ନେବାରେ ସଫଳ କରାଇଥିଲା । ପଖାଳ ଦିବସ ଟ୍ରେଣ୍ଡ ବିଷୟରେ Trendinalia India ତରଫରୁ ଟୁଇଟ କରି ଜଣାଯାଇଥିଲା ।





Post Bottom Ad