ରଜ ପାଇଁ ସଜବାଜ ହେଉଛନ୍ତି ବାବୁଶାନ୍ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Tuesday, 20 March 2018

ରଜ ପାଇଁ ସଜବାଜ ହେଉଛନ୍ତି ବାବୁଶାନ୍

ଓଡ଼ିଆ କଥାଚିତ୍ର ଜଗତରେ ଲଭ୍ ମାଷ୍ଟର କୁହନ୍ତୁ ବା ଲଭର୍ ବୟ କୁହନ୍ତୁ, ପ୍ରଥମେ ଯେଉଁ କଳାକାରଙ୍କର ନାମ ଆପଣଙ୍କୁ ମନ‌କୁ ଆସିବ, ସେ ହେଲେ ବାବୁଶାନ୍ ମହାନ୍ତି । ବିଗତ କିଛିବର୍ଷ ଧରି ପ୍ରତ୍ୟେକ ପୂଜା ବା ପର୍ବ ସମୟରେ ତାଙ୍କୁ ଚଳଚ୍ଚିତ୍ର ଆସିବାଟା ଥଉ ହୋଇଯାଇଛି । ୨୦୧୮ର ପ୍ରଥମ ଚଳଚ୍ଚିତ୍ର ଭେଟି ଦେଇଥିଲେ ସେ । ପୁଣିଥରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଆଗାମୀ ରଜ ଉପଲକ୍ଷେ ବାବୁଶାନ୍‌ଙ୍କ ନୂଆ ଓଡ଼ିଆ ଚଳଚ୍ଚିତ୍ର ସୁନ୍ଦରଗଡ଼ର ସଲମନ୍ ଖାନ୍ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଖୁସି ଖବର ବାବୁଶାନ୍ ନିଜେ ଟୁଇଟ୍ କରି ଜଣେଇଛନ୍ତି । ସେ  ଟୁଇଟ୍ କରି ଏହି ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ସଭିଙ୍କ ପାଇଁ ସେୟାର କରିଛନ୍ତି । ଏହି ଫଟୋଟିରେ ସେ ଜଣେ ହିନ୍ଦୁ ଏବଂ ମୁସଲମାନ ପୋଷାକରେ ଦୃଶ୍ୟମାନ ହୋଇଛନ୍ତି ।

Post Bottom Ad