ବିବାହ ବନ୍ଧନରେ ବିଜୟ ଓ ରଶ୍ମିକା - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Thursday, 26 February 2026

ବିବାହ ବନ୍ଧନରେ ବିଜୟ ଓ ରଶ୍ମିକା

Vijay Deverakonda and Rashmika Mandanna Tie the Knot in Udaipur Ceremony

ବ୍ୟୁରୋ (୨୬ ଫେବୃଆରୀ ୨୦୨୬): ଭାରତୀୟ ଫିଲ୍ମ ସୁପର୍‌ଷ୍ଟାର୍ ବିଜୟ ଦେବରକୋଣ୍ଡ ଓ ରଶ୍ମିକା ମନ୍ଦାନାଙ୍କ ବିବାହ । ଅନେକ କଳ୍ପନା-ଜଳ୍ପନାର ଅନ୍ତ ଘଟାଇ ଶେଷର ଉଭୟ ରାଜସ୍ଥାନର ଉଦୟପୁରରେ ଫେବୃଆରୀ ୨୬ ତାରିଖରେ ଏକ ବିଳାସପୂର୍ଣ୍ଣ ରିସର୍ଟରେ ବିବାହ କରିଛନ୍ତି । ଉଭୟ ପ୍ରଥମେ ତେଲୁଗୁ ରୀତିନୀତି ଅନୁସାରେ ବିବାହ କରିଥିଲେ ଏବଂ ପରେ ସନ୍ଧ୍ୟାରେ, ରଶ୍ମିକା କୋଡାଭା ରୀତିନୀତି ଅନୁସାରେ ବିବାହ କରିଥିଲେ । ଖାଲି ଦକ୍ଷିଣ ଭାରତୀୟ ଫିଲ୍ମ ନୁହେଁ, ଉଭୟ ହିନ୍ଦୀ ସମେତ ସର୍ବଭାରତୀୟ ସ୍ତରରେ କଥାଚିତ୍ର ପାଇଁ ପ୍ରସିଦ୍ଧ ।

Post Bottom Ad