ଓଡ଼ିଶା ଇତିହାସର ସବୁଠାରୁ ବଡ଼ ଜବତ: ଖଣି ଅଫିସରଙ୍କ ଘରୁ ମିଳିଲା ୪ କୋଟିରୁ ଅଧିକ ଟଙ୍କା! - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Wednesday, 25 February 2026

ଓଡ଼ିଶା ଇତିହାସର ସବୁଠାରୁ ବଡ଼ ଜବତ: ଖଣି ଅଫିସରଙ୍କ ଘରୁ ମିଳିଲା ୪ କୋଟିରୁ ଅଧିକ ଟଙ୍କା!

Odisha’s Biggest Vigilance Seizure: Over ₹4 Crore Cash Recovered from Mining Officer’s Residence

ବ୍ୟୁରୋ (୨୫ ଫେବୃଆରୀ ୨୦୨୬): ଲାଞ୍ଚ ନେଇ ଗତକାଲି ଭିଜିଲାନ୍ସ ହାତରେ ଧରାପଡିଥିବା କଟକ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ମିଳିଛି ଚାରି କୋଟି ନଗଦ ଟଙ୍କା ଓ ଅନେକ ସୁନା ରୁପା ଅଳଙ୍କାର । ଏହା ସହିତ ତାଙ୍କ ଭଦ୍ରକସ୍ଥିତ ପୈତୃକ ବାସଭବନରେ ଚଢ଼ାଉ ହେବା ସହିତ ଅନେକ ଗୁରୁତ୍ୱପୂର୍ଣ କାଗଜପତ୍ର ଭିଜିଲାନ୍ସ ବିଭାଗ ଦ୍ୱାରା ଜବତ କରାଯାଇଛି । ଓଡିଶା ଇତିହାସରେ ଏହା ସବୁଠାରୁ ବଡ ଧରଣର ଜବତ ।

Post Bottom Ad