ଭୁବନେଶ୍ୱର (୨୦ ଅଗଷ୍ଟ ୨୦୨୪): ଭାରତୀୟ ଜନତା ପାର୍ଟି ମମତା ମହନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି । ସେ ନିକଟରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ସହିତ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ । ବିଜେପିରେ ଯୋଗ ଦେବାପରେ, ତାଙ୍କୁ ପୁଣିଥରେ ରାଜ୍ୟସଭାକୁ ବିଜେପି ପଠାଇବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଆଜି ବିଜେପିର କେନ୍ଦ୍ରୀୟ ନେତୃତ୍ୟ ମମତାଙ୍କ ନାଆଁରେ ମୋହର ମାରି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି । ସଂଖ୍ୟା ଦୃଷ୍ଟିରୁ ବିଜେପିର ଆବଶ୍ୟକୀୟ ବିଧାନ ସଭାର ସଦସ୍ୟ ଥିବାରୁ ମମତା ମହନ୍ତ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଛି ।
Post Top Ad
Post Bottom Ad
Author Details
Templatesyard is a blogger resources site is a provider of high quality blogger template with premium looking layout and robust design. The main mission of templatesyard is to provide the best quality blogger templates which are professionally designed and perfectlly seo optimized to deliver best result for your blog.