ଓଡ଼ିଶାରେ ବ୍ରହ୍ମାକୁମାରୀ ଅନୁଷ୍ଠାନ ଦ୍ଵାରା ସ୍ଥାପିତ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Tuesday, 9 July 2024

ଓଡ଼ିଶାରେ ବ୍ରହ୍ମାକୁମାରୀ ଅନୁଷ୍ଠାନ ଦ୍ଵାରା ସ୍ଥାପିତ

Brahmakumari Ashram at Odisha

ଭୁବନେଶ୍ୱର (୮ ଜୁଲାଇ ୨୦୨୪): ଡିଭାଇନ୍ ରିଟ୍ରିଟ୍ ସେଣ୍ଟର୍‌ର ଉଦ୍‌ଘାଟନ ସମାରୋହ ଓ ରାଷ୍ଟ୍ରୀୟ ଅଭିଯାନ 'ଲାଇଫ୍‌ଷ୍ଟାଇଲ୍ ଫର୍ ସସ୍‌ଟେନେବିଲିଟି'ର ଶୁଭାରମ୍ଭ ଅବସରରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସଙ୍କ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ବିଶ୍ଵ ପରିବେଶର ଦୃତ ଅବକ୍ଷୟ ତଥା ପ୍ରାକୃତିକ ସମ୍ପଦର ଅବକ୍ଷୟ ଦ୍ଵାରା ଯେଉଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେଉଛି, ସେ ଜନିତ ସଚେତନତା ଓ କାର୍ଯ୍ୟକ୍ରମ ପାଇଁ ଏହି ରାଷ୍ଟ୍ରୀୟ ଅଭିଯାନ ଉଦ୍ଦିଷ୍ଟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


Post Bottom Ad