ବିଶ୍ୱ ସଂସ୍କୃତ ସମ୍ମେଳନ-୨୦୨୩ ଡ. ନିତ୍ୟାନନ୍ଦ ମିଶ୍ରଙ୍କ ପୁସ୍ତକ ଲୋକାର୍ପଣ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Thursday, 4 January 2024

ବିଶ୍ୱ ସଂସ୍କୃତ ସମ୍ମେଳନ-୨୦୨୩ ଡ. ନିତ୍ୟାନନ୍ଦ ମିଶ୍ରଙ୍କ ପୁସ୍ତକ ଲୋକାର୍ପଣ

Sanskruta Bharati Samman to Nityananda Mishra

ଭଦ୍ରକ (୪ ଜାନୁଆରୀ ୨୦୨୩): ବିଶ୍ୱ ସଂସ୍କୃତ ସମ୍ମେଳନ-୨୦୨୩ ଆସାମଠାରେ ଗତ ଡିସେମ୍ବର ୨୭ ତାରିଖରୁ ୨୯ ଯାଏଁ ଚାଲିଥିଲା । ଏହି ସମ୍ମେଳନରେ ଉଦ୍‌ଯାପନୀ ଉତ୍ସବରେ ସଦୂର ଇଂଲଣ୍ଡରୁ ଆସିଥିବା ପ୍ରଫେସର ଡ. ଲୁସି ଏବଂ ପୋଲାଣ୍ଡରୁ ଆସିଥିବା ପ୍ରଫେସର ଫିଲିପ୍ସ ଉପସ୍ଥିତ ଥିଲେ ଏବଂ ଏହି ଅବସରରେ ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟ, ଭଦ୍ରକର ଅଧକ୍ଷ ଡ. ନିତ୍ୟାନନ୍ଦ ମିଶ୍ରଙ୍କ ପୁସ୍ତକ 'ଜର୍ଣ୍ଣଲିଜିମ୍ ଇନ୍ ସାଂସ୍କ୍ରିଟ୍' ଲୋକାର୍ପଣ କରିଯିବା ସହିତ ତାଙ୍କୁ "ସଂସ୍କୃତ ଭାରତୀ" ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

Post Bottom Ad