ସାରଳା ଦାସଙ୍କ ମହାପ୍ରୟାଣ ଦିବସ ପାଳନ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Saturday, 28 January 2023

ସାରଳା ଦାସଙ୍କ ମହାପ୍ରୟାଣ ଦିବସ ପାଳନ

ସାରଳା ଦାସଙ୍କ ମହାପ୍ରୟାଣ ଦିବସ ପାଳନ

ଅନୁଗୋଳ (୨୮ଜାନୁଆରୀ ୨୦୨୩): ଆଦିକବି ସାରଳା ଦାସ ସ୍ମୃତି ପରିଷଦ, ନାଲକୋ ନଗର, ଅନୁଗୋଳ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଶୂଦ୍ରମୁନି ସାରଳା ଦାସଙ୍କ ମହାପ୍ରୟାଣ ଦିବସରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି ।

ଏଥିରେ ନାଲକୋ ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଭୀମସେନ ପ୍ରଧାନ, ସୁଧିର ରଞ୍ଜନ ପଟ୍ଟନାୟକ (ଜିଜିଏମ), ସିପିପି, କଲ୍ଲୋଳ ବିକାଶ ସ୍ଵାଇଁ, ଏମ.ଆର ଆଚାର୍ଯ୍ୟ, ପ୍ରଭାତ କୁମାର ବିଶ୍ଵାସ  ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ  ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Statue of Sarala Das

ପରିଷଦ ପକ୍ଷରୁ ଶ୍ରୀଯୁକ୍ତ ଶାନ୍ତନୁ କୁମାର ସାହୁ, ଜିତେନ୍ଦ୍ର ସ୍ଵାଇଁ, ଶଶାଙ୍କ ଶେଖର ଦାସ, ଦିଲ୍ଲିପ ତରାଇ ଆଦି ପ୍ରମୁଖ ସଦସ୍ୟଙ୍କ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ନିର୍ବାହୀ ନିର୍ଦ୍ଦେଶକ ମହୋଦୟ ସାରଳା ଦାସଙ୍କ ସାରସ୍ଵତ ସାଧନା ଉପରେ ଆଲୋକପାତ କରିଥିଲେ ।

Post Bottom Ad