ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍ସାଇଟ୍ shubhapallaba.in, ଶୁଭପଲ୍ଲବ ଷ୍ଟୋର୍ ସମେତ ମାଗଣାରେ ପଢ଼ିବା ପାଇଁ ବିଶ୍ୱସ୍ତରୀୟ ରିଡିଂ ୱେବ୍ସାଇଟ୍ ମ୍ୟାଗ୍ଷ୍ଟାର୍ରେ ଉପଲବ୍ଧ ହେଉଛି । ୨୦୧୮ ମସିହାରେ ସ୍ଥାପିତ ଏହି ଇ-ପତ୍ରିକାଟି ୨୦୧୯ ମସିହାରୁ ମାସିକ ପତ୍ରିକା ଭାବରେ ପ୍ରତ୍ୟେକ ମାସର ୧ ତାରିଖରେ ପ୍ରକାଶ ପାଉଛି ।
ଏତଦ୍ ବ୍ୟତୀତ ଏହି ଇ-ପତ୍ରିକାଟିର ଅନ୍ୟ ଏକ ସଂସ୍କରଣ ଶୁଭୋଦୟ ଭାବରେ ପ୍ରତ୍ୟେକ ମାସ ସଂକ୍ରାନ୍ତିରେ ୨୦୧୯ ଦୁର୍ଗାପୂଜାଠାରୁ ପ୍ରକାଶ ପାଉଛି । ଶୁଭପଲ୍ଲବର ଏକ ଶିଶୁ ପତ୍ରିକାର ପ୍ରଥମ ସଂସ୍କରଣ ଆଗାମୀ ସରସ୍ୱତୀ ପୂଜା ଅବସରରେ ପ୍ରକାଶ ପାଇଥିବା ଥିବା କଥା ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି ସୂଚନା ଦେଇଛନ୍ତି ।