ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୧୫ଶ ସଂସ୍କରଣ ଉନ୍ମୋଚିତ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Monday, 1 June 2020

ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୧୫ଶ ସଂସ୍କରଣ ଉନ୍ମୋଚିତ

Shubhapallaba 15th Edition Released

ଭଦ୍ରକ (୧ ଜୁନ ୨୦୨୦): ଆଜି ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୧୫ଶ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଏବଂ ରଜ ଉପରେ ଏଥରର ସଂସ୍କରଣଟି ପ୍ରକାଶ ପାଇଛି ଶୁଭପଲ୍ଲବର ୱେବ୍‌ସାଇଟ୍ shubhapallaba.inରେ ।

ଏହି ପତ୍ରିକାଟିର ଅଳଂକରଣ କରିଛନ୍ତି ସଦୂର ହାଇଦ୍ରାବାଦରେ ଅବସ୍ଥାପିତ ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ, ଯେଉଁଥିରେ ସେ ଜଗନ୍ନାଥଙ୍କର ସ୍ନାନଯାତ୍ରା ଉପରେ ଆଧାରିତ । ଗପ, କବିତା, ଭଜନ, ପ୍ରବନ୍ଧ, ବଡ଼ ଲୋକଙ୍କ ଜୀବନି, ରୋଷେଇ ଆଦିକୁ ନେଇ ସମୁଦାୟ ୨୨ଟି ପ୍ରସଙ୍ଗ ଏହି ସଂସ୍କରଣରେ ପ୍ରକାଶ ପାଇଛି, ଯାହାର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ପତ୍ରିକାର ସମ୍ପାଦକ ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି ଏବଂ ଏହାର ସମ୍ପାଦକୀୟ ପୃଷ୍ଠାଟି ରଚନା କରିଛନ୍ତି ସଦାନନ୍ଦ ପାଣିଗ୍ରାହୀ ।

Post Bottom Ad