ବୁଲ୍‌ବୁଲ୍ ପ୍ରଭାବ: ଧାରମାରେ ବୁଡ଼ିଲା ବୋଟ୍ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Saturday, 9 November 2019

ବୁଲ୍‌ବୁଲ୍ ପ୍ରଭାବ: ଧାରମାରେ ବୁଡ଼ିଲା ବୋଟ୍


ଭଦ୍ରକ (୯ ନଭେମ୍ବର ୨୦୧୯): ଗତକାଲି ରାତିରେ ଧାମରାରୁ ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସଜୀବିଙ୍କର ଡଙ୍ଗା କାଳୀ ଭଞ୍ଜଡିହାରେ ବୁଡ଼ିଯାଇଛି । ପ୍ରବଳ ପବନ ଯୋଗୁଁ ବୋଟ୍ ବୁଡ଼ିଯାଇଥିବା ସୂଚନା ମିଳିଛି । ଏହି ବୋଟ୍‌ରେ ସମୁଦାୟ ୮ ଜଣେ ମତ୍ସଜୀବି ଥିଲେ ।

ଭଦ୍ରକର ଉପଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ସମସ୍ତ ୮ ଜଣ ମତ୍ସଜୀବି ସୁରକ୍ଷିତ ଅଛନ୍ତି, ସେମାନେ ଗୋଟିଏ ଜଙ୍ଗଲରେ ରହିଛନ୍ତି ଏବଂ ତାଙ୍କୁ ଉଦ୍ଦାର କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି ।

ବାତ୍ୟା ବୁଲ୍‌ବୁଲ୍ ଯୋଗୁଁ କେନ୍ଦ୍ରାପଡ଼ାରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି ଏବଂ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି ।

Post Bottom Ad