ଚିଲିକାର ମାଲୁଦ ପଞ୍ଚୁଦୋଳ ମେଳଣର ଅପୂର୍ବ ଦୃଶ୍ୟ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Tuesday, 10 March 2026

ଚିଲିକାର ମାଲୁଦ ପଞ୍ଚୁଦୋଳ ମେଳଣର ଅପୂର୍ବ ଦୃଶ୍ୟ

Famous ‘PanchuDola Melan’ Celebrated in Maluda Village near Chilika Lake

ପୁରୀ (୧୦ ମାର୍ଚ୍ଚ ୨୦୨୬): ପୁରୀ ଜିଲ୍ଲାର ଚିଲିକା ହ୍ରଦ ନିକଟବର୍ତ୍ତୀ ମାଲୁଦର ପଞ୍ଚୁଦୋଳ ମେଳଣର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି । ହ୍ରଦର ପାଣି ଭିତରେ ଦୋଳ ବିମାନକୁ ଭକ୍ତମାନେ କାନ୍ଧେଇ ପାରି କରାନ୍ତି । ଦୋଳ ମେଳଣ ସମୟରେ ଏ ଅପୂର୍ବ ଦୃଶ୍ୟ ସମସ୍ତଙ୍କୁ ବିଭୋର କରିଦିଏ ।

Panchu Dola

Devotees carring Dola Biman through Chilika Lake

Panchu Dola Melan

Post Bottom Ad