ବିଜୁ ଜନତା ଦଳର ରାଜ୍ୟସଭା ପ୍ରାର୍ଥୀ ଘୋଷଣା - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Saturday, 28 February 2026

ବିଜୁ ଜନତା ଦଳର ରାଜ୍ୟସଭା ପ୍ରାର୍ଥୀ ଘୋଷଣା

Biju Janata Dal Announces Rajya Sabha Candidates

ଭୁବନେଶ୍ୱର (୨୮ ଫେବୃଆରୀ ୨୦୨୬): ବିଜୁ ଜନତା ଦଳ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀ ଘୋଷଣା କରିଛନ୍ତି । କଟକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଥିବା ଡ. ସନ୍ତୃପ୍ତ ମିଶ୍ର ଓ ଡା. ଦତ୍ତେଶ୍ୱର ହୋତାକୁ ପ୍ରାର୍ଥୀ କରିଛି ବିଜେଡି ।

ପୂର୍ବରୁ କଂଗ୍ରେସ ମଧ୍ୟ ଡା. ହୋତାକୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିଲା । ହୁଏତ କଂଗ୍ରେସ ଡା. ହୋତାକୁ ସମର୍ଥନ କରିପାରେ । ବିଜେଡି ସୁପ୍ରିମୋ ନିଜେ ନବୀନ ପଟ୍ଟନାୟକ ଏହି ଦୁଇଜଣଙ୍କ ନାମ ଘୋଷଣା କରିଛନ୍ତି ।

Post Bottom Ad