ରାକ୍ଷୀପୂର୍ଣ୍ଣିମାରେ କୁନିକୁନି ଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Tuesday, 20 August 2024

ରାକ୍ଷୀପୂର୍ଣ୍ଣିମାରେ କୁନିକୁନି ଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ

Little Girls tied to Mohan Charan Majhi

ଭୁବନେଶ୍ୱର (୧୯ ଅଗଷ୍ଟ ୨୦୨୪): ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଶୁଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ବିଭିନ୍ନ ବିଦ୍ୟାଳୟର କୁନି କୁନି ଛାତ୍ରୀ ତଥା ସାମାଜିକ ଓ ଧାର୍ମିକ ଅନୁଷ୍ଠାନର ଭଉଣୀମାନେ । ମୁଖ୍ୟମନ୍ତ୍ରୀଙ୍କୁ ଦୃଷ୍ଟିବାଧିତ ଛାତ୍ରୀମାନେ ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତ ଭଉଣୀମାନଙ୍କ ମଙ୍ଗଳ କାମନା କରିଛନ୍ତି ।

Post Bottom Ad