ଧନୁ ସଂକ୍ରାନ୍ତିରେ ଶୁଭୋଦୟର ୩ୟ ସଂସ୍କରଣ ଉନ୍ମୋଚିତ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Wednesday, 16 December 2020

ଧନୁ ସଂକ୍ରାନ୍ତିରେ ଶୁଭୋଦୟର ୩ୟ ସଂସ୍କରଣ ଉନ୍ମୋଚିତ

ଧନୁ ସଂକ୍ରାନ୍ତିରେ ଶୁଭୋଦୟର ୩ୟ ସଂସ୍କରଣ ଉନ୍ମୋଚିତ

ଭଦ୍ରକ (୧୬ ଡିସେମ୍ବର ୨୦୨୦): ଆଜି ଧନୁ ସଂକ୍ରାନ୍ତି ଅବସରରେ ଓଡ଼ିଆ ଇ-ପତ୍ରିକା ଶୁଭୋଦୟର ୩ୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଶୁଭପଲ୍ଲବ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଉଥିବା ଏହି ମାସିକ ଇ-ପତ୍ରିକାଟିର ୩ୟ ସଂସ୍କରଣରେ ସମୁଦାୟ ୧୫ଟି ବଛାବଛା ଗପ, କବିତା ଆଦି ପ୍ରକାଶ ପାଇଛି ।

3rd edition of Shubhodaya e-magazine released on Dhanu Sankranti

ଏହି ସଂସ୍କରଣଟିର ପ୍ରଚ୍ଛଦରେ ସ୍ଥାନିତ ହୋଇଛି କୁହୁଡ଼ି ଭରା ଏକ ଶୀତ ସକାଳେ ଗାଁ'ର ଦୃଶ୍ୟ । ଏହି ସଂସ୍କରଣଟିର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ଶୁଭପଲ୍ଲବ ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି । ଏହି ପତ୍ରିକାଟି ଶୁଭପଲ୍ଲବ ୱେବ୍‌ସାଇଟ୍ ସହିତ ଶୁଭପଲ୍ଲବ ଷ୍ଟୋର୍ ତଥା ଆନ୍ତର୍ଜାତୀୟ ରିଡିଂ ସାଇଟ୍ ମାଗ୍‌ଜ୍‌ଟର୍‌ରେ ମୁକ୍ତ ଭାବରେ ଉପଲବ୍ଧ ହେଉଛି ।

Post Bottom Ad